କଟକ ରାଣୀ ହାଟରେ ଥିବା ସୁପରମାର୍କେଟକୁ ସିଲ୍ କରିଛି ପ୍ରଶାସନ । କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାରୁ ମାର୍କେଟକୁ ସିଲ୍ କରାଯାଇଛି । ସିଏମସି ତରଫରୁ ମାର୍କେଟକୁ ସିଲ୍ କରାଯାଇଥିବା ଘୋଷଣା କରାଯାଇଛି । ଯେତେବେଳେ କରୋନା କଟକଣା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଉଛି, ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ସେ ସମୟରେ କରୋନା କଟକଣାକୁ ମାନିନଥିବାରୁ ସୁପର ମାର୍କେଟକୁ ସିଲ୍ କରାଯାଇଛି । ସୁପରମାର୍କେଟରେ ଗହଳି ହେଉଥିବାରୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here