ଭୁବନେଶ୍ୱର, କଟକ ଓ ପୁରୀରେ ଚାଲିବ ମେଟ୍ରୋ ଟ୍ରେନ I ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ସହରାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମେଟ୍ରୋ ପ୍ରଥମ ପର୍ଯାୟରେ ଭୁବନେଶ୍ୱରରେ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି I ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ ଗ୍ରାଉଣ୍ଡ ଜ଼ିରୋ ସମୀକ୍ଷା କରିବା ପରେ ମେଟ୍ରୋ ପ୍ରସ୍ତାବକୁ ଅନୁମୋଦନ ମିଳିଛି I ପ୍ରଥମ ପର୍ଯାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିସୁଳିଆ ଯାଏଁ ମେଟ୍ରୋ ଚଳାଇବାକୁ ପଦକ୍ଷେପ ନିଆଯିବ I ପରବର୍ତୀ ସମୟରେ ଏହା କଟକ ଓ ପୁରୀ ସହାରକୁ ସମ୍ପ୍ରସାରଣ କରାଯିବ I

LEAVE A REPLY

Please enter your comment!
Please enter your name here