ମା’ ଅପରାଜିତାଙ୍କ ସହ ଲୋକଙ୍କ ସାମ୍ନାକୁ ଆସିଲେ ବାବୁସାନ୍ । କିନ୍ତୁ ମିଡିଆକୁ ଦେଲେନି ପ୍ରତିକ୍ରୀୟା । ଜଗନ୍ନାଥ ବିହାର ଘର ବାଲକୋନୀକୁ ଆସି ଫ୍ୟାନ୍ସଙ୍କୁ ନମସ୍କାର କରି ଧନ୍ୟବାଦ ଜଣାଇଥିଲେ । ଦିନେ ଦୁଇ ଦିନ ପରେ ସେ ଗଣମାଧ୍ୟମ ଆଗରେ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ । ଠିକ ସମୟରେ ଠିକ୍ କଥା କହିବେ ବୋଲି ବାବୁ ବାଲକୋନୀରୁ କହିଥିଲେ । ମୋ ପରିବାର ପାଖରେ ମୁଁ ଅଛି ବହୁତ ଖୁସି ଅଛି ବୋଲି ଗଣମାଧ୍ୟମକୁ କହିଛନ୍ତି ବାବୁସାନ୍ । ଗତକାଲି ଚେନ୍ନାଇରୁ ଫେରିଥିଲେ ବାବୁସାନ୍ ।

LEAVE A REPLY

Please enter your comment!
Please enter your name here