ଜାଲରେ ପଡିଲା ବିରଳ ପ୍ରଜାତିର କାଉ ମାଛ । ପ୍ରାୟ ୨ କୁଇଣ୍ଟାଲ ଓଜନର ଗୋଟିଏ କାଉ ମାଛ ଧରାପଡିଲା । ପାରାଦୀପ ସମୁଦ୍ରରୁ ବିରଳ କାଉ ମାଛ ଧରିଲେ ମତ୍ସଜୀବୀ । ମାଛର ଦାମ ଅଧିକ ନଥିଲେ ବି ବିରଳ ମାଛ ଦେଖିବାକୁ ଭିଡ । କେରଳ ଭଳି କିଛି ରାଜ୍ୟରେ କାଉ ମାଛର ଚାହିଦା ଥିବା ସୂଚନା । ମାଛର ପାଟି କାଉ ପରି ହୋଇଥିବାରୁ ନାଁ ‘କାଉ ମାଛ’ ସୂଚନା

LEAVE A REPLY

Please enter your comment!
Please enter your name here