ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ । ଆଜି କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ଆଧାରରେ କୋର୍ଟ ଏହା କହିଛନ୍ତି । ଏଥିସହିତ ନାବାଳକ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ବିଚାର ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ କୋର୍ଟ ପଠାଇ ଦେଇଛନ୍ତି । ପୂର୍ବରୁ ଏସଆଇଟି ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ନାବାଳକ ବୋଲି କହୁଥିଲେ ହେଁ ପରବର୍ତ୍ତି ସମୟରେ ସାବାଳକ ବୋଲି କହି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here