ବାଲେଶ୍ୱର ପ୍ରଚାରରେ ସବୁଠାରୁ ଚର୍ଚ୍ଚାରେ ଥିଲେ ବେଣୁ ମଉସା । ସ୍ୱାଧୀନ ପ୍ରାର୍ଥୀଥିଲେ ବେଣୁଧର ବାରିକ । ତେବେ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ । ବେଣୁ ମଉସାଙ୍କୁ କେତେ ଭୋଟ ମିଳିଛି ।
ତେବେ ସୁଚନାଅନୁସାରେ, ଭୋଟ ଗଣତି ଚାଲିଥିବାବେଳେ ବେଣୁ ମଉସା ପୁରା ପଛରେ ଅଛନ୍ତି । ୧୭ ରାଉଣ୍ଡ ସୁଦ୍ଧା ବେଣୁଧର ବାରିକଙ୍କୁ ମିଳିଛି ୬୫୦ ଭୋଟ୍ ।

LEAVE A REPLY

Please enter your comment!
Please enter your name here