ନମସ୍କାର ମୁଁ ବିଦ୍ୟାଶ୍ରୀ । ଆଉ ଧୈର୍ଯ୍ୟ ନାହିଁ କି ବଞ୍ଚିବାକୁ ଇଛା ନାହିଁ । ଏହି ଡାଏରୀରେ ମୁଁ ସବୁକିଛି ଲେଖିଛି । ଯେଉଁମାନଙ୍କ ପାଇଁ ମୁଁ ଆଜି ଆତ୍ମହତ୍ୟା କରିବାକୁ ଯାଉଛି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଜି ସମସ୍ତଙ୍କ ସାମ୍ନାରେ ନିଶା ଔଷଧ ଖାଇ ଫେସବୁକ ଲାଇଭ କରି ଏମିତି କହିଥିଲେ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏବଂ ତାଙ୍କୁ କେଉଁମାନେ ମାନସିକ ନିର୍ଯ୍ୟାତନା ଦେଉଥିଲେ ସେ ଭିଡିଓରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here