ବିପଦଜ୍ଜନକ ରିଲ୍ସ କରୁଥିଲେ ସାବଧାନ୍ । ନିଜକୁ କିମ୍ବା ଅନ୍ୟକୁ ବିପଦରେ ପକାଇଲା ଭଳି ରିଲ୍ସ ନକରିବାକୁ ଓଡିଶା ପୋଲିସ ଟୁଇଟ୍ ଜରିଆରେ ତାଗିଦ୍ କରିଛି । ଏପରିକି ସୋସିଆଲ ମିଡିଆର ଅପବିିନିଯୋଗ କରିଲା ଭଳି ଭିଡିଓ ସେୟାର ନକରିବାକୁ ମଧ୍ୟ ଡିସିପି କହିଛନ୍ତି । ଅନେକ ସମୟରେ ଟ୍ରାଫିକ ଭିଡ ଭିତରେ ହେଉ କିମ୍ବା ଗାଡି ଚଳାଇବା ବେଳେ ଅବା ବିପଦଜ୍ଜନକ ସ୍ଥାନରେ ଛିଡା ହୋଇ ରିଲ୍ସ ନକରିବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

LEAVE A REPLY

Please enter your comment!
Please enter your name here