ରାଜେନ୍ଦ୍ର କଲେଜ ହେବ ବିଶ୍ୱ ବିଦ୍ୟାଳୟ । ବଲାଙ୍ଗିରରେ ବିଜୁ ଯୁବ ସମାଜରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପସ୍ଥିତଥିବା ଯୁବବର୍ଗଙ୍କୁ ତକ୍ରାଳୀନ ବଲାଙ୍ଗୀର ରାଜା ରାଜେନ୍ଦ୍ର ପ୍ରସାଦଙ୍କ ଭଳି ସେବା ମନୋଭାବ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏପରିକି ସେବା ଯୁବକମାନଙ୍କର ପରିଚୟ ହେବାସହ ଓଡ଼ିଆ ଜାତିର ପରିଚୟ ସେବା ହିଁ ହେଉ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here