ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ ସିଲ୍ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ସଟଡାଉନ୍ ନେଇ ମାର୍କେଟ ଖୋଲାଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି । କରୋନା କମିନଥିବାରୁ ଭୁବନେଶ୍ୱରରେ ଏବେ ମଧ୍ୟ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ପ୍ରତି ଶନିବାର, ରବିବାର ପୁରା ସଟଡାଉନ୍ ରହୁଛି ରାଜଧାନୀ । କିନ୍ତୁ କଟକଣାକୁ ଉଲ୍ଲଘଂନ କରି ଆଜି ୪ ନମ୍ବର ମାଛ ମାର୍କେଟକୁ ଖୋଲାଯାଇଥିଲା । ତେଣୁ ବିଏମସି କଡା କାର୍ଯ୍ୟାନୁଷ୍ଠାନ ନେଇ ମାର୍କେଟକୁ ବନ୍ଦ କରିଛି ।

LEAVE A REPLY

Please enter your comment!
Please enter your name here