ଆଜି ରାଜ୍ୟରେ ଆଉ ୩୯୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୧୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୬୭୬ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୯ ହଜାର ୧୨୧ । କରୋନାରୁ ସୁସ୍ଥ ହେଲେଣି ୧.୦୫, ୨୯୫ ଏବଂ ଆକ୍ଟିଭ୍ କେସ୍ ରହିଛି ୩୩୧୮୨ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧ୍ଖଳ ୬୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୯୨, ପୁରୀ-୩୩୨, କେନ୍ଦ୍ରାପଡା-୧୪୭, ଢେଙ୍କାନାଳ-୧୦୧, ଜଗତସିଂହପୁର-୧୦୯, ମୟୂରଭଞ୍ଜ-୧୬୦, ନବରଙ୍ଗପୁର-୧୨୫, ସମ୍ବଲପୁର-୧୦୪, ଅନୁଗୁଳ-୧୧୪, ବାଲେଶ୍ୱର-୭୪, ବରଗଡ-୧୬୯, ଭଦ୍ରକ-୮୨, ବଲାଙ୍ଗୀର-୧୮୦, ବୌଦ୍ଧ-୪୧, ଦେଓଗଡ-୧୮, ଗଜପତି-୧୮, ଗଞ୍ଜାମ-୯୫, ଯାଜପୁର-୧୪୮, ଝାରସୁଗୁଡା-୪୯,କଳାହାଣ୍ଡି-୭୪,କନ୍ଧମାଳ-୫୭, କେନ୍ଦୁଝର-୮୧, କୋରାପୁଟ-୧୨୭, ମାଲକାନଗିରି-୧୯, ନୟାଗଡ-୪୮, ନୂଆପଡା-୯୬, ରାୟଗଡା-୫୮, ସୋନପୁର-୭୪, ସୁନ୍ଦରଗଡରୁ ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here