ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳି ନଥିବା ବେଳେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଜି. ଉଦୟଗିରି ଆସନରେ ପ୍ରାର୍ଥୀ  କରିଛି । ହିଞ୍ଜିଳି ଆସନରେ ଦଳ ରାମକୃଷ୍ଣ ପଣ୍ଡାଙ୍କ ଜାଗାରେ ଶମ୍ବୁନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ରାଉରକେଲାରେ ବୀରେନ ସେନାପତିଙ୍କୁ ଦଳ ପ୍ରାର୍ଥୀ କରିଛି. ମୁକ୍ତିକାନ୍ତ ବିଶ୍ୱାଳଙ୍କ ଜାଗାରେ ବୀରେନ ସେନାପତି ରାଉରକେଲାର ପ୍ରାର୍ଥୀ ହୋଇଛନ୍ତି । ପାଟଣାଗଡ ପାଇଁ ରମେଶ ପୁରୋହିତଙ୍କ ନାଁ ଦଳ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here