ଆଉ ନାହାଁନ୍ତି ଭାରତୀୟ କ୍ରୀକେଟ ଦଳର ପୂର୍ବତନ ଅଧିନାୟକ ଅଜିତ ୱାଡେକର । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିବାବେଳେ ଚିକିସôାଧିନ ଅବସ୍ଥାରେ ମୁମ୍ବାଇସ୍ଥିତ ଜଶଲୋକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଭାରତର କିଛି ସଫଳଙ୍କ ଭିତରେ ଅନ୍ୟତମ ଅଧିନାୟକ ହେଉଛନ୍ତି ଅଜିତ ୱାଡେକର । ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here