ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଶିଶୁ କନ୍ୟାକୁ ଜନ୍ମ ଦେଇ ଛାଡି ଚାଲିଯାଇଛି ମା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାନିଙ୍ଗପଦର ଗାଁର ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତେ ଶିଶୁକନ୍ୟା । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳା ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । ଶିଶୁଟିକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଦିଆଯାଇଛି । ବର୍ତ୍ତମାନ ଶିଶୁ କନ୍ୟାଟି ସୁସ୍ଥ ଅଛି ।

LEAVE A REPLY

Please enter your comment!
Please enter your name here