ଖାଦ୍ୟର ହୋମ୍ ଡେଲିଭରି କରୁଥିବା କମ୍ପାନି ଜୋମାଟୋ ଦିବ୍ୟାଙ୍ଗଙ୍କୁ ଡେଲିଭରି ବୟର ଚାକିରୀ ଦେଇ ବେଶ୍ ପ୍ରଶଂସା ସାଉଁଟିଛି ।  ସାଧାରଣତ ଦିବ୍ୟାଙ୍ଗ ମାନେ କିଛି କାମ କରି ପାରନ୍ତି ନାହିଁ । ନିଜ ହୁଇଲ ଚେୟାରେ ସେମାନଙ୍କ ପାଇଁ ହିଁ ଆଶା ଭରସା ପାଲଟିଥାଏ । କାମରେ ଇଛା ଥିଲେ ମଧ୍ୟ ସେମାନଙ୍କ ପାଇଁ କାମ ମିଳିବା ବହୁତ କଷ୍ଟ ହୋଇଥାଏ । କିନ୍ତୁ ଜୋମାଟୋ ସେମାନଙ୍କ ମନବଳକୁ ଦୃଢ କରି ଜଣେ ଦିବ୍ୟାଙ୍ଗକୁ ହୋମ ଡେଲିଭରିରେ ନିୟୋଜିତ କରିଛି । ରାଜସ୍ତାନର ଏହି  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜୋମାଟୋୁ ଭୁରୁଭୁରି ପ୍ରଶଂସା କରୁଛନ୍ତି ସାଧାରଣ ଲୋକେ ।

LEAVE A REPLY

Please enter your comment!
Please enter your name here