ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଏଥର କିନ୍ତୁ ସକାଳୁଆ ସ୍କୁଲ ବଦଳରେ ୧୦ଟା ରୁ ପାଠପଢା ଆରମ୍ଭ ହେବ । ସକାଳ ୧୦ଟାରୁ ପୂର୍ବଭଳି କ୍ଲାସ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ଶିକ୍ଷକ , ଶିକ୍ଷୟୀତ୍ରି ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଁଞ୍ଚିବେ ଓ ଅପରାହ୍ନ ୪ଟା ୩୦ ଯାଏଁ କ୍ୟାମ୍ପସରେ ରହିବେ । ଚଳିତ ଶିକ୍ଷାବର୍ଷ ଯେମିତି ୨୦୨୩ ମାର୍ଚ୍ଚ ସୁଦ୍ଧା ସାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

LEAVE A REPLY

Please enter your comment!
Please enter your name here