ପୁରୀ ବେଳାଭୂମୀରେ ଅଘଟଣ । ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ୨ ଜଣ ପର୍ଯ୍ୟଟକ । ଜଣେ ଲାଇଟ୍ ହାଉସ୍ ଓ ଅନ୍ୟ ଜଣେ ଚକ୍ରତୀର୍ଥ ନିକଟରେ ଭାସିଗଲେ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଉ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here