ଖୁବଶ୍ରୀଘ ରଣବୀରଙ୍କ ରାଣୀ ସାଜିବେ ଆଲିଆ । ରଣବୀର-ଆଲିଆଙ୍କ ବିବାହତ୍ସୋବ ବ୍ରାନ୍ଦ୍ରାର ବାସ୍ତୁରେ ଆୟୋଜନ କରାଯାଇଛି । ଜୋରସୋରରେ ବିଲ୍ଡିଂକୁ ସଜା ଚାଲିଛି ।
ବିବାହତ୍ସୋବ ସହିତ ସେମାନଙ୍କ ପ୍ରି ୱେଡିଂ କାର୍ଯ୍ୟକ୍ରମ ମଧ୍ୟ ଧୂମଧାମରେ ଆୟୋଜନ କରାଯାଇଛି । ମେହେନ୍ଦି ଏବଂ ସଙ୍ଗୀତ ପ୍ରୋଗ୍ରାମ ଆର.କେ ଷ୍ଟୁଡିଓରେ କରାଯିବ । ୧୩ ଏପ୍ରିଲରେ ମେହେନ୍ଦି ଏବଂ ୧୪ ଏପ୍ରିଲରେ ହଳଦି ଏବଂ ସଙ୍ଗୀତ କାର୍ଯ୍ୟକ୍ରମ କରାଯିବ । ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଗୋଲାପି ଲେହେଙ୍ଗା ପିନ୍ଧିବେ ରଣବୀରଙ୍କ ଦୁଲହନିଆ । ଏହି ବିବାହରେ ଅତିଥି ରହିବେ ୨୮ ଜଣ । କଡା ସିକ୍ୟୁରିଟି ମଧ୍ୟରେ ବିବାହ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here