ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ତେବେ ରବିବାର ସକାଳରେ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ମଟରସାଇକେଲକୁ ଧକ୍କା ଦେଇଛି ଇନୋଭା । ତେବେ ବାଇକ ଆରୋହୀଙ୍କ ମୁଣ୍ଡରେ ଏବଂ କାନରେ ଗଭୀର ଆଘାତ ଲାଗିଛି । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here