ଚଳିତବର୍ଷ ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି । ସ୍ନାନ ଯାତ୍ରାରେ ଗଜପତିଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦ୍ଦିରସ୍ତ ଛେରା ପହଁରା କରିଥିଲେ । ତେବେ ରଥଯାତ୍ରାରେ ଗଜପତି ଛେରା ପହଁରା କରିବେ ବୋଲି ସୂଚନା ଦେଇଛନ୍ତି । ମହାପ୍ରଭୁ ଚାହିଁଲେ ବାହୁଡାରେ ମଧ୍ୟ ଛେରା ପହଁରା କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ , ଗତବର୍ଷ କରୋନା ପାଇଁ ରଥଯାତ୍ରାବେଳେ ଗଜପତିଙ୍କ ସ୍ଥାନରେ ମୁଦ୍ଦିରସ୍ତ ଛେରା ପହଁରା କରିଥିଲେ ।

LEAVE A REPLY

Please enter your comment!
Please enter your name here