କଟକ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ପୋଡାପଡା ନିକଟରେ ରବିବାର ସକାଳୁ ଏକ ବଡ ହାତୀପଲ ରାସ୍ତା ପାରିହେଉଥିବାର ଦେଖିବାକୁ ମିଳିଥିଲା. ଚାରି ପାଞ୍ଚଟି ଛୁଆ ହାତୀଙ୍କ ସହ ହାତୀପଲ ରାସ୍ତା ପାରି ହେଉଥିବା ଦେଖି ରାସ୍ତା ଦୁଇକଡେ ଗାଡି ମଟର କିଛି ସମୟ ପାଇଁ ଅଟକି ରହିଥିଲା. ତେବେ ହାତୀପଲଙ୍କୁ ଦେଖିବାର ମଜା ନେଇଥିଲେ ଲୋକେ.

LEAVE A REPLY

Please enter your comment!
Please enter your name here