5 ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ. ଉଚିତ ନାମକରଣ ସହ ବିଭିନ୍ନ ଦାବିକୁ ପ୍ରସଙ୍ଗ କରି ଧାରଣା ଦେଇଛି ଏହି ସଂଘ. ବିଦ୍ୟାଳୟ ସଂଯୋଜକକାରୀ ବଦଳରେ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି. ଶିକ୍ଷାର୍ଥୀମାନଙ୍କ ନିମନ୍ତେ କମ୍ପ୍ୟୁଟର ପାଠ୍ୟକ୍ରମ ବାଧ୍ୟତା ମୂଳକ କରାଯିବା ଓ ଗୋଟିଏ ସରକାରୀ ରାଜିନାମା ପ୍ରକାଶ କରାଯିବା ଭଳି ଦାବି ରଖିଛନ୍ତି ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ.

LEAVE A REPLY

Please enter your comment!
Please enter your name here