ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେପି ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ଦେଖାଇଛି । ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି ହିମନ୍ତ ବିଶ୍ୱଶର୍ମା । କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ହିମନ୍ତ ବିଶ୍ୱଶର୍ମା ନାଁ ପ୍ରସ୍ତାବ ଦେଇଥିଲେ ସର୍ବାନନ୍ଦ ସୋନୱାଲ ।

LEAVE A REPLY

Please enter your comment!
Please enter your name here