ଆଜିର ମଡର୍ନ ଟେକ୍ନୋଲୋଜୀ ଯୁଗରେ ଲୋକଙ୍କ ପାଇଁ ଯେତିକି ସୁବିଧା ଉପଲବ୍ଧ ହେଉଛି, ତାର ଦୁରୁପଯୋଗ କରିବା ମଧ୍ୟ ଆହୁରି ସହଜ ହେଉଛି. ଅନଲାଇନ ଯୁଗରେ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଆପଣ ନିହାତି ଭାବରେ ପାସୱାର୍ଡ ପକାଇ ସୁରକ୍ଷିତ କରି ରଖୁଛନ୍ତି. ମାତ୍ର ଅନ୍ୟପଟେ ଏହାକୁ ହ୍ୟାକ୍ କରିବା ପାଇଁ ହ୍ୟାକର ମାନେ ମଧ୍ୟ ସେତିକି ଆଡଭାନ୍ସ ହୋଇଗଲେଣି. ତେବେ ବିଏସ ହ୍ୟାକର ମାଧ୍ୟମରେ ଆପଣଙ୍କ ସମସ୍ତ ତଥ୍ୟ ଲିକ୍ ହୋଇପାରେ ଅଥବା ଏହାର ପ୍ରଭାବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ବି ପଡିପାରେ. ସେଥିପାଇଁ ପାସୱାର୍ଡ ପକାଉଥିବା ସମୟରେ ସର୍ବଦା ସଚେତନ ରୁହନ୍ତୁ. ଅନ୍ୟଥା ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି.

 

LEAVE A REPLY

Please enter your comment!
Please enter your name here