ରାଜ୍ୟରେ ଭୟ ବଢାଇଲାଣି କରୋନା । ପୁଣି ଲୋକଙ୍କ ମନରେ ସେଇ ଭୟ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୮୦, ନୂଆପଡା-୬୦, ବରଗଡ-୪୩, ଝାରସୁଗୁଡାରୁ ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୩୨, କଟକ-୨୮, କଳାହାଣ୍ଡି-୨୪, ବଲାଙ୍ଗିରରୁ ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାୟଗଡା-୧୬, ମୟୂରଭଞ୍ଜ-୧୩, ବାଲେଶ୍ୱର-୧୧, କେନ୍ଦୁଝରରୁ ୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ-୮, ନବରଙ୍ଗପୁର, ଗଜପତି, କୋରାପୁଟ ଓ ଭଦ୍ରକରୁ ୩ ଲେଖାଏଁ ପଜିଟିଭ୍ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here