ଚୀନରେ ପୁଣି କରୋନା କାୟା ମେଲାଇଲାଣି । ଗୋଟିଏ ଦିନରେ ପଜିଟିଭ୍ ସଂଖ୍ୟା ଏବେ ଉପରମୁହାଁ । ବୁଧବାର ୩୧, ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବିନା ଲକ୍ଷଣରେ ୨୭, ୫୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଙ୍କ୍ରମଣ ରୋକିବାକୁ ଚୀନରେ ଲକଡାଉନ୍ ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here