ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଗିରଫ ଓଆଇଏସ ନିରଞ୍ଜନ ସେଠୀଙ୍କ ପାଇଁ ବଢିଲା ଅଡୁଆ । କଲ୍ ଡିଟେଲ ଲୋକେସନ ଆନାଲିସସରୁ ମିଳିଲା ରୋଚକ ତଥ୍ୟ । ମାନସ ନିଖୋଜ ପରଠୁ ନିରଞ୍ଜନ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ । ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ । ଅପହରଣ ଦିନ ମାନସ ସାଢେ ୩ ଘଣ୍ଟା ଆଶ୍ରମରେ ଥିବା ସୂଚନା । ନିରଞ୍ଜନ ବାରମ୍ବାର ଆଶ୍ରମକୁ ଆସୁଥିଲେ ବୋଲି କହିଲେ ଅନ୍ତେବାସୀ । ଏନେଇ ତଦନ୍ତକାରୀ ଅଧିକାରୀ ଚାନ୍ଦବାଲି ଅତିରିକ୍ତ ଏସପିଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here