ଦେଶରେ ଦୁଇଗୁଣା ହେଲା କରୋନା ସଙ୍କ୍ରମଣ । କିଛିଦିନ ହେଲାଣି ସଙ୍କ୍ରମିତଙ୍କ ସଂଖ୍ୟା ୫ ହଜାର ରହୁଥିବାବେଳେ ଆଜି ୧୦ ହଜାର ପାର ହୋଇଛି ସଙ୍କ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୧୫୮ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪, ୯98 ରହିଛି ।

LEAVE A REPLY

Please enter your comment!
Please enter your name here