ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ହିତାଧିକାରୀ ପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ମିଳିବ ଅତିରିକ୍ତ ଚାଉଳ । ଉପକୃତ ହେବେ ୯ ଲକ୍ଷ ୧୫ ହଜାର ହିତାଧିକାରୀ । ଏଥିପାଇଁ ରାଜ୍ୟ ଖର୍ଚ୍ଚ କରିବ ୬୮ କୋଟି ୧୩ ଲକ୍ଷ ଟଙ୍କା ।

LEAVE A REPLY

Please enter your comment!
Please enter your name here