ଶଙ୍ଖ ଫୁଙ୍କିଲେ ମୀରା । ରବିବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି କିନ୍ନର ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା ।

କିନ୍ତୁ ଟିକେଟ୍‌ ଆଶାରେ ସେ ବିଜେଡିରେ ମିଶିନାହାନ୍ତି, ବିଜେଡିର ଜଣେ କର୍ମୀ ଭାବେ ସେ କାମ କରିବେ ବୋଲି ମୀରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here