ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ଅନୁକମ୍ପା ରାଶି ୧୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଭୟ ସହିଦଙ୍କ ପିଲାମାନଙ୍କ ପଢାଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଉଭୟ ସହିଦଙ୍କ ଗାଁକୁ ମଡେଲ ପଞ୍ଚାୟତ ଏବଂ ଦୁଇ ସହିଦ ପଢିଥିବା ସ୍କୁଲକୁ ସହିଦଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here