ରାକ୍ଷୀ ଅବସରରେ ଟେଲିକମ କମ୍ପାନୀ ବିଏସଏନଏଲ ଏକ ନୂଆ ଅଫର ଲଂଚ କରିବାକୁ ଯାଉଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ କଲ, ଡାଟା ଏବଂ ଏସଏମସ ମିଳିବ । ଏହି ପ୍ଲାନର ମୁଲ୍ୟ ରହିଛି ୩୯୯ । ଏହି ପ୍ରିପେଡ ପ୍ଲାନର ବୈଧତା ରହିବ ୭୪ଦିନ । ବଡ କଥା ହେଲା ଏହି ପ୍ଲାନ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଉପଲବ୍ଧ ହେବ । ଏହାସହ ଗ୍ରାହକଙ୍କୁ ମାଗଣାରେ କଲ ମି ଟୁ୍ୟନର ସୁବିଧା ମିଳିବ । ୟୁଜରଙ୍କୁ ଅନଲିମିଟେଡ ଗୀତ ପରିବର୍ତ୍ତନ କରିବା ପାଇଁ ଅପସନ୍ ମିଳିବ । ଏହି ପ୍ଲାନର ନାମ ରହିଛି ଏସଟିଭି ୩୯୯ । ଏହାକୁ ଅଗଷ୍ଟ ୨୬ ରାକ୍ଷୀ ଦିନ ସାରା ଦେଶରେ ଲଂଚ କରାଯିବ ।

LEAVE A REPLY

Please enter your comment!
Please enter your name here