ଭାରତୀୟ ରେଲବାଇ ଡିସେମ୍ବର ପହିଲାରୁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି. ଆସନ୍ତା ମାସରୁ ରେଲୱେ ଯାତ୍ରୀଙ୍କୁ ଦେଉଥିବା ମାଗଣା ବୀମା ସେବା ବନ୍ଦ କରିଦେବ. ଯେତେବେଳେ ଆପଣ ଅନଲାଇନ ପ୍ଲାଟଫର୍ମ irctc.co.inରେ ଟିକେଟ ବୁକ୍ କରନ୍ତି, ସେତେବେଳେ ଆପଣଙ୍କୁ ଟ୍ରବୁଲ ଇନସୁରାନ୍ସ ମିଳେ, ଯାହାକୁ ରେଲୱେ ଏବେ ଯାତ୍ରୀଙ୍କ ଇଚ୍ଛା ଉପରେ ଛାଡିଦେବ. ଯାତ୍ରୀମାନେ ଚାହିଁଲେ ଏହି ବ୍ୟବସ୍ଥା ଉପଲବ୍ଧ କରିପାରିବେ. e-ticket ବୁକ୍ କରୁଥିବା ଲୋକଙ୍କ ପାଇଁ ଏହା  ଇଚ୍ଛାଧୀନ ରହିବ. ଜଣେ ଯାତ୍ରୀ ଚାହିଁଲେ ଟିକେଟ ବୁକ କରିବା ବେଳେ ଆବଶ୍ୟକ ପ୍ରିମିଅମ ରାଶି ଦେଇ ଏହି ସେବା ପାଇପାରିବେ

LEAVE A REPLY

Please enter your comment!
Please enter your name here