ଆରମ୍ଭ ହେଲା ଗ୍ରାଣ୍ଡ ସେଲିବ୍ରେସନ
ବିଶ୍ୱକପ ହକି ପାଇଁ ଆରମ୍ଭ ହେଲା ଗ୍ରାଣ୍ଡ ସେଲିବ୍ରେସନ । ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ ଷ୍ଟାର ଦିଶା ପଟ୍ଟାନୀଙ୍କ ସହ ରଣବୀର ସିଂ ଜଲୱା ଟିକେ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ । ଲମ୍ବାଲାଇନ୍ରେ...
ଦ୍ୱିତୀୟ ସ୍ତ୍ରୀ ବୁଦ୍ଧିରେ ଝିଅକୁ ମାରିଦେଲା ବାପା
ସଇତାନ ସାଜିଲା ସାବତ ମା’ । ଜନ୍ମ ଦେଇନଥିଲା ବୋଲି ସଉତୁଣୀର ଝିଅକୁ ପୋଡି ମାରିଦେଲା । ଆଉ ଏହି କାମରେ ସାବତ ମାକୁ ସାହାର୍ଯ୍ୟ କଲା ଝିଅର ନିଜ ବାପା । ଏଭଳି ଦୁଖଃଦ ଓ ବର୍ବର...
ଦିନ ୨ଟା ପରେ ସ୍କୁଲ , କଲେଜ ଛୁଟି
କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସବୁ ବନ୍ଦ ରହିବ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ...
୪ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର
ଆଜି ଉତ୍ତରାଖଣ୍ଡ ଯୋଶୀମଠରେ ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ । ହୋଟେଲ ଭାଙ୍ଗିବାକୁ ବୁଲଡୋଜର ପହଁଞ୍ଚିଛି । କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର । ଭଙ୍ଗା ହେବା ପୂର୍ବରୁ ଲୋକଙ୍କ...
କାଲି ହକି ବିଶ୍ୱକପ ଉଦଘାଟନୀ
ମଇଦାନ ପ୍ରସ୍ତୁତ, ଦର୍ଶକ ବି ପ୍ରସ୍ତୁତ । ସବୁଦେଶର ଖେଳାଳୀ ବି ପହଁଞ୍ଚିସାରିଛନ୍ତି । ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୂମ୍ଭ । ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମଞ୍ଚରେ ଜଲୱା ଦେଖାଇବେ ରଣବୀର ସିଂ,...
ଅଚାନକ ନବୀନ ନିବାସ ଆଗରେ ପହଞ୍ଚିଗଲେ ଚାଷୀ …
ଅଚାନକ ନବୀନ ନିବାସ ଆଗରେ ପହଞ୍ଚିଗଲେ ଶତାଧିକ ଚାଷୀ । ନବୀନ ନିବାସ ଆଗରେ ବସ୍ତା ବସ୍ତା ଧାନ ଅଜାଡି ଦେଇ ଚାଷୀଙ୍କ ଦାବି ପୂରଣ ପାଇଁ ନାରାବାଜି ଆରମ୍ଭ କରିଦେଲେ । ଏଭଳି ଅତର୍କିତ ଚାଷୀଙ୍କ ସମାବେଶ ସଂପର୍କରେ...
ଫ୍ଲାଇଟରେ ମଦ ପିଇ ବନ୍ଧା ହେଲେ ଦୁଇ ଯାତ୍ରୀ
ଫ୍ଲାଇଟ ଭିତରେ ମଦ ପିଇଲେ , ବନ୍ଧା ହେଲେ ଦୁଇ ଯାତ୍ରୀ । ଇଣ୍ଡିଗୋ ବିମାନ ଭିତରେ ମଦ ପିଇ ଦୁଇ ଯାତ୍ରୀ ହଙ୍ଗାମା କରିଥିଲେ । ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ଦୁଇ ଜଣ ମଦ ପିଉଥିବା...
ବିଧୁଭୂଷଣ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ ଭିସି
ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ନୂତନ କୁଳପତି । ୪ ବର୍ଷ ପାଇଁ ବିଧୁଭୂଷଣଙ୍କୁ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ।
‘ଇଏ ଦୁଷ୍କର୍ମ ଅପରାଧ ନୁହେଁ’
ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ନୁହେଁ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କିଛି କ୍ଷେତ୍ରରେ ମହିଳାମାନେ ନିଜ ଇଛାରେ ସମ୍ପର୍କ ରଖୁଛନ୍ତି । ତେଣୁ ଏଭଳି...
ଆରମ୍ଭ ହେଲା ଭୁବନେଶ୍ବର-ରାଉରକେଲା ବିମାନସେବା
ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଆଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ...















