ମେୟର ନିର୍ବାଚନରେ ହିଂସା
ଆଜି ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ଚାଲିଛି । କାର୍ଯ୍ୟାଳୟ ପରିସର ଭିତରର ଏ ଚିତ୍ର । ବିଜେପି ଏବଂ ଆମ ଆଦମି ପାର୍ଟିର ଯେଉଁ କର୍ମକର୍ତ୍ତାମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଛି । ମେୟର ,...
ଭାରତୀୟ ଖେଳାଳୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ହକି ବିଶ୍ୱକପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଭାରତୀୟ ଖେଳାଳୀଙ୍କ ଲାଗି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବିଶ୍ୱକପରେ ଭାରତ ଚାମ୍ପିୟନ ହେଲେ ପ୍ରତି ଖେଳାଳୀଙ୍କୁ ପୁରସ୍କାର । ପ୍ରତି ଖେଳାଳୀଙ୍କୁ କୋଟିଏ...
ବିଶ୍ୱ ଦେଖିବ ବିର୍ସା ମୁଣ୍ଡା ଷ୍ଟାଡିୟମ
ହକିର ଗଡ ସୁନ୍ଦରଗଡକୁ ଦେଖିବ ସାରା ବିଶ୍ୱ । ବିଶ୍ୱର ସର୍ବ ବୃହତ୍ତ ହକି ଷ୍ଟାଡିୟମକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ ସହ ସୁନ୍ଦରଗଡ...
ବାଜିଲା ପରୀକ୍ଷା ବିଗୁଲ୍
ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ବୋର୍ଡ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ 10 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟ...
କ୍ଲିକ କରୁ କରୁ ହେବ ଡାଉନଲୋଡ
ପ୍ରତିକ୍ଷାର ଅନ୍ତ ଘଟିଛି । ୫ଜି ସେବା ଓଡିଶାରେ ଆରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି । ଏହି ୫ଜି ସେବାରେ...
ପାକିସ୍ତାନରେ ହନିଟ୍ରାପ ଭୂକମ୍ପ
ପାକିସ୍ତାନ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ପାକ୍ର ନାମିଦାମୀ ଅଭିନେତ୍ରୀ ଏବଂ ମଡେଲଙ୍କ ସହାୟତାରେ ଦେଶର ରାଜନେତାଙ୍କୁ କରାଯାଉଥିଲା ଟାର୍ଗେଟ । ହନିଟ୍ରାପ ଦ୍ୱାରା ସେମାନଙ୍କୁ ଫସାଇ ବ୍ଲାକମେଲ କରାଯାଉଥିଲା ।...
ଆଉ ବର୍ଷେ ମାଗଣା ଚାଉଳ
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମିଳିବ ମାଗଣା ଯୋଜନା । ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାସିକ ମୁଣ୍ଡପିଛା...
ଓଡିଶାରେ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ
ରାୟଗଡାର ଏକ ହୋଟେଲରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପାରାଦୀପରେ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ପାରାଦୀପ ବନ୍ଦରରେ ଏକ ଜାହଜରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ ଏହି...
ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ!
ବିଷ କ୍ରିୟାରୁ ହୋଇଛି କେନ୍ଦୁଝର ଯୋଡାର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ । ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଘଟଣାସ୍ଥଳରୁ ଜବତ...
ଡାକ୍ତରାଣୀଙ୍କ ମୃତ୍ୟୁ ସସପେନ୍ସ
କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ହସ୍ପିଟାଲର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ସସପେନ୍ସ । କେମିତି ଏବଂ କେଉଁ ପରିସ୍ଥିିତିରେ ମୃତ୍ୟୁ ହେଲା । ଖୋଳତାଡ ଭିତରେ ସସପେନ୍ସ ବଢାଇଛି ଡାକ୍ତରାଣୀଙ୍କ ଏଫଆଇଆର୍ । ଗତ ୨୦...















