ନୂଆ ରୂପ ପାଇଲା ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ
ଲୋକାର୍ପିତ ହେଲା ଉତ୍କଳମଣୀଙ୍କ ଜନ୍ମସ୍ଥାନ । ଗୋପବନ୍ଧୁଙ୍କ ପ୍ରତିମୂତ୍ତିକୁ ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିଛନ୍ତି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ‘ମତେ...
ଦିଲ୍ଲୀ ପାଇଲା ନୂଆ ମେୟର
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ୧୦ ବର୍ଷ...
ରାଜ୍ୟପାଳଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ
ଜଣେ ମୁଖ୍ୟମନ୍ତ୍ରୀ ହୋଇକି ବି ରାଜ୍ୟପାଳଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଛନ୍ତି ଜଗନମୋହନ l ଯେଉଁ ଫୋଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି lଭାରତୀୟ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା...
ନବ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ
ନବ ଦାସଙ୍କ ହତ୍ୟା ମାମଲାରେ ଖିଅ ପାଉନି ଓଡିଶା ପୋଲିସ । ଦେଶର ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବି ଭରସା ପାଉନି । ସିଧାସଳଖ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ...
ପୁଣି ବିଧାୟକ ଦିବ୍ୟଶଙ୍କରଙ୍କୁ ନେଇ ଚର୍ଚ୍ଚା
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଏ ଚର୍ଚ୍ଚା ଦିବ୍ୟଶଙ୍କର ବିବାହକୁ ନେଇ । ଦିବ୍ୟ ଶଙ୍କର ମିଶ୍ର ପୁଣି ବିବାହ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା । ଦିବ୍ୟଶଙ୍କର...
ବିଜେପି-କଂଗ୍ରେସର ପ୍ରଦିବାଦ, କକ୍ଷତ୍ୟାଗ
ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣବେଳେ ଗୃହରେ ଜୋରଦାର ହୋ ହଲ୍ଲା କରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଅଭିଭାଷଣ ଚାଲିଥିବାବେଳେ ବିଜେପି ସଦସ୍ୟ କକ୍ଷତ୍ୟାଗ...
ନବ ହତ୍ୟା ପଛରେ ପାଣ୍ଡିଆନ୍ , ପ୍ରଣବ!
ନବ ଦାସ ହତ୍ୟା ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ, , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି...
ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ
ଓଡିଶାର ଦୁଇଜଣ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଗତକାଲି ଉଭୟଙ୍କର ନିର୍ବନ୍ଧ ସରିଛି ।
ଦୁଇ ଜିଲ୍ଲାପାଳଙ୍କର ଏହା ହେଉଛି ଦ୍ବିତୀୟ ବିବାହ...
ବିଧାନସଭାରେ ମୁକାବିଲା ପାଇଁ ଛକାପଞ୍ଝା
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି...
ରାଜରାସ୍ତାରେ ମିଶନ ଶକ୍ତିର ମା’ମାନେ
ଯେଉଁ ମିଶନ ଶକ୍ତିର ସଫଳତାକୁ ନେଇ ସରକାର ସବୁବେଳେ ଉଦାହରଣ ଦେଇଆସୁଛନ୍ତି l ସେଇ ମିଶନ ଶକ୍ତିର ମା ମାନେ ଆଜି ନିର୍ଦ୍ଧିଷ୍ଟ କିଛି ଦାବି ନେଇ ରାଜରାସ୍ତାରେ ଧାରଣାରତ l ବିଭିନ୍ନ ଦାବି ନେଇ ଅଲ ଓଡିଶା ଜି.ପି.ଏଲ...

















