ନଭେମ୍ବର 3 ରେ ଉପନିର୍ବାଚନ
ନଭେମ୍ବର 3 ତାରିଖରେ ହେବ ଉପନିର୍ବାଚନ I ଓଡ଼ିଶାର ଧାମନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ I ଆଜି 6ଟି ରାଜ୍ୟରେ 7ଟି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ I ଏହି...
ଗାନ୍ଧୀଙ୍କୁ ବି ଛାଡିଲେନି, ମହିଷାସୁର କରିଦେଲେ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଚରମ ଅପମାନ I କୋଲକାତାର ଏକ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମେଢ଼ରେ ଶୋଭା ପାଉଛନ୍ତି ମହାତ୍ମା ଗାନ୍ଧୀ I ପୂଜା ଆୟୋଜକମାନେ ଗାନ୍ଧିଜୀଙ୍କୁ ମହିଷାସୁର କରିଦେଇଛନ୍ତି I ଗାନ୍ଧୀଙ୍କୁ ଏଭଳି ବିକୃତ...
ମହାମାୟାଙ୍କ ମହାସପ୍ତମୀ
ମା’ଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଜଗତଜନନୀ ଦେବୀ ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଏଥିଲାଗି ସଜେଇ ହୋଇଛି ପୂଜା ମଣ୍ଡପ । ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ । ଗତକାଲି ସଂଧ୍ୟାରେ ବେଲବରଣ ପରେ ଆଜି...
ଆରମ୍ଭ ହେଲା ୫ଜି ସେବା, ଶୁଭାରମ୍ଭ କଲେ ମୋଦି
ଆଜିଠାରୁ ଦେଶରେ ୫ଜି ମୋବାଇଲ ସେବା । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କରିଛନ୍ତି ମୋଦି । ୟୁଜର୍ସଙ୍କ ପାଇଁ ଡାଉନଲୋଡ ସ୍ପିଡ ବଢାଇବ । ୪ଜି ଠାରୁ...
ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଜଣେ ଦଳିତ ବର୍ଗର ଯୁବତୀ ଅକ୍ଷୟ ପରିଜାଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି । ଯୌନ ନିର୍ଯାତନା ସଂପର୍କରେ ଯୁବତୀଙ୍କ ଅଭିଯୋଗର ଭିଡିଓ ଭାଇରାଲ ହୋଇଛି ।...
ହାଇସିକ୍ୟୁରିଟୀ ନମ୍ବର : ବଢିବ ଡେଡ୍ ଲାଇନ ଅବଧି
ଗାଡିରେ ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପ୍ରଥମ ପର୍ଯ୍ୟାୟ ଅବଧି ଆଜି ଶେଷ ହେଉଥିବା ବେଳେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି । ହାଇସିକ୍ୟୁଟିଟୀ ନମ୍ବର ଲଗାଇବା ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବାରୁ ସରକାର ଡେଡ୍...
ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ
ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । କଟକ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି ଭିଜିଲାନ୍ସ କୋର୍ଟ । ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ମଧ୍ୟ ଜେଲ...
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେନି ଗେହଲଟ
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧ୍ୟକ୍ଷ ପଦ ପାଇଁ ସର୍ବ ପ୍ରଥମେ ଗେହଲଟଙ୍କ ନାଁ ଆସୁଥିଲା । ଗେହଲଟ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ରାଜସ୍ଥାନରେ ଯାହା ଘଟିଛି...
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି
ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ଆଦେଶ । ବିବାହିତ ମହିଳା ହୁଅନ୍ତୁ କିମ୍ବା ଅବିବାହିତ ମହିଳା । ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ସମସ୍ତ ମହିଳା ସୁରକ୍ଷିତ ଏବଂ ଆଇନଗତ ଗର୍ଭପାତ ପାଇଁ ହକଦାର...
2024 ପାଇଁ ମଇଦାନରେ ବିଜେଡି-ବିଜେପି
2024 ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଜି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବରମୁଣ୍ଡା ପଡିଆରେ ବିଜେଡି ଛାତ୍ର, ଯୁବ ଓ...



















