ଉପରମୁହାଁ କରୋନା ସଙ୍କ୍ରମଣ
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ଦେଶରେ ୨୪ ଘଣ୍ଟାରେ ସଙ୍କ୍ରମଣ ସଂଖ୍ୟା ୫ ହଜାର ୨୩୩ ଚିହ୍ନଟ । ୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଆକ୍ଟିଭ୍ କେସ୍ ୨୮ ହଜାର ୮୫୭କୁ ବୃଦ୍ଧି ପାଇଛି...
ନିଶା ମାଫିଆଙ୍କଠୁ ପୋଲିସ ବଟି ନେଉଥିବା କହି ଭୁଲ୍ କଲେ କି ସଞ୍ଜୟ
କାଲି ପୋଲିସ ବିଭାଗର ଗୋହି ଖୋଳିଥିଲେ । କେମିତି ନିଶା ମାଫିଆଙ୍କଠୁ ଲାଞ୍ଚ ନେଇ ପୋଲିସ ନିଶା କାରବାରକୁ ବଢାଉଛି, ତାର ଗୁମର ଖୋଲିଥିଲେ । ଅବକାରୀ କମିଶନରଙ୍କୁ ଚିଠି ବି ଲେଖିଥିଲେ । ପୁରୀ ଜିଲ୍ଲା ଅବକାରୀ ଇନସପେକ୍ଟର...
କାହିଁକି ବାଦ୍ ପଡିଲେ ୧୦ ମନ୍ତ୍ରୀ
ନବୀନଙ୍କ ନୂଆ ଟିମରୁ ବାଦ ପଡିଲେ ଦଶଜଣ ମନ୍ତ୍ରୀ । ତେବେ କେଉଁ କାରଣ ପାଇଁ ନବୀନ ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଲେ, ତାହା ଚର୍ଚ୍ଚାର ବିଷୟ । ତିନିବର୍ଷ ତଳେ ନବୀନ ଏହି ମନ୍ତ୍ରୀମାନଙ୍କ ନିଷ୍ଠା ଓ ଦକ୍ଷତା...
ଅଫଲାଇନରେ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ
ଆଜିଠୁ ବାରବାଟୀ ଟି-୨୦ ମ୍ୟାଚର ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂସ୍ଥା, ସ୍କୁଲ , କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ । ଏହି ବର୍ଗରେ ୮ ହଜାର...
ଦଶବର୍ଷ ପରେ ବିଦେଶ ଯିବେ ନବୀନ
ଶେଷଥର ପାଇଁ 2012 ମେ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ ପ୍ୟାରୀମୋହନ ମହାପାତ୍ର ଆରମ୍ଭ କରିଥିଲେ ମିଡ୍ ନାଇଟ୍ ଅପରେସନ । ଗସ୍ତ କାଣ୍ଟଛାଣ୍ଟ କରି...
ବାଦ୍ ପଡିଥିବା ମନ୍ତ୍ରୀଙ୍କୁ ମିଳିବ ନୂଆ ଦାୟିତ୍ୱ
ନବୀନଙ୍କ ନୂଆ ଟିମ୍ ଗଠନ ହେବା ପରେ ଏବେ ପାଳି ବାଦ୍ ପଡିଥିବା ମନ୍ତ୍ରୀ । ନବୀନ ନିବାସରେ ପହଁଞ୍ଚିଛନ୍ତି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀ । ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟତୀତ ଅନ୍ୟ ସମସ୍ତେ ପ୍ରତାପ...
୬ଟି ଫର୍ମାଟରେ କାମ କରିବେ ନୂଆ ମନ୍ତ୍ରୀ
ନବୀନଙ୍କ ନୂଆ ଟିମ୍ । ୧୩ କ୍ୟାବିନେଟ୍ ଏବଂ ୮ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୨୧ ମନ୍ତ୍ରୀ ଶପଥ ନେବା ପରେ ବିଭାଗ ବଣ୍ଟନ ବି ହୋଇଛି । ଏହାପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ନୂଆମନ୍ତ୍ରୀଙ୍କୁ...
କାହାକୁ ମିଳିଲା କୋଉ ବିଭାଗ
ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
ପ୍ରମିଳା ମଲ୍ଲିକ- ରାଜସ୍ୱ ଓ...
ନବୀନଙ୍କ ନୂଆ ଟିମ୍
ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମ୍ । ୧୩ କ୍ୟାବିନେଟ୍ ମନ୍ତ୍ରୀ, ୮ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି ।
ଶପଥ ନେଲେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ ମନ୍ତ୍ରୀ
ପ୍ରମିଳା ମଲ୍ଲିକ-କ୍ୟାବିନେଟ୍ ମନ୍ତ୍ରୀ
ଉଷା...
କାଲି ଶପଥ ନେବେ ନୂଆ ମନ୍ତ୍ରୀ
ନବୀନଙ୍କ ମନ୍ତ୍ରୀମଣ୍ଡଳର ହେବ ନବକଳେବର । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଥମଥର ପାଇଁ ନବୀନ ସରକାରରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କିନ୍ତୁ ହେଡକ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି...
















