27.8 C
Bhubaneswar
Sunday, August 9, 2026
-Advertisement-

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ । ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନ ଜୁଲାଇ ୨ରେ ଉପସ୍ଥାପନ ହେବ ବଜେଟ୍ । ରହିଛି ୨୪ ଟି...

ଭୁବନେଶ୍ବରରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ସାଉଥଆଫ୍ରିକା

ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟୋଣ୍ଟି ଟିମ୍ । ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯିବା ପରେ ସେମାନଙ୍କୁ ଦୁଇଟି ବସ୍ ଯୋଗେ କଡା ସୁରକ୍ଷା ଭିତରେ ହୋଟେଲକୁ ନିଆଯାଇଛି । ତେବେ ବିମାନବନ୍ଦର ଠାରୁ ହୋଟେଲ...

ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଆରୁଖ

ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ବିକ୍ରମ କହିଛନ୍ତି, ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ସେ ଉଦ୍ୟମ...

ବିଜେପିକୁ ବିଜେଡି ଭରସା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ସଂପୂର୍ଣ୍ଣ ହେବ । ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ...

ଟିକଟ ପାଇଁ ଧସ୍ତାଧସ୍ତି, ଲାଠିଚାର୍ଜ

ଟିକଟ ପାଇଁ ଧସ୍ତାଧସ୍ତି । ବାରବାଟୀ ମ୍ୟାଚ୍ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ସକାଳୁ ଷ୍ଟାଡିଅମ ଟିକଟ କାଉଣ୍ଟରରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ଅଧରୁ କାଉଣ୍ଟରରେ ଧାଡି ବାନ୍ଧି ଅପେକ୍ଷା କରି...

ଆଜି ଘୋଷଣା ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ । ଅପରାହ୍ନ 3ଟାରେ ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ...

ଘରୋଇ ହଷ୍ଟେଲରେ ପଶିଲା କରୋନା

ପୁଣି ଧିରେ ଧିରେ କାୟା ମେଲାଇଲାଣି କରୋନା ସଙ୍କ୍ରମଣ । କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢିଲା

ଖରିଫ ଋତୁ ପାଇଁ ୧୭ଟି ଫସଲର ଏମଏସପି ବଢାଇଲା କେନ୍ଦ୍ର । ଧାନ ସମେତ ୧୭ଟି ଫସଲର ଏମଏସପି ବଢାଇଲେ ସରକାର । ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢାଇବାକୁ ନିଷ୍ପତ୍ତି । ୧୦୦ ଟଙ୍କା ବଢି ଧାନ...

ମା’କୁ ହତ୍ୟା କରିବା ପରେ ସାଙ୍ଗ ସହ କରିଥିଲା ପାର୍ଟି, ଦେଖିଥିଲା ମୁଭି

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଞ୍ଚଲ୍ୟ । ୧୬ ବର୍ଷର ବାଳକ ନିଜ ମା’ଙ୍କୁ ହତ୍ୟା କରିଛିି । ହତ୍ୟାର କାରଣ ପବଜି ଗେମ ବୋଲି ପୋଲିସ କହିଛି । ନାବାଳକ ପୁଅ ପବଜି ଖେଳରେ ସବୁବେଳେ...

ବଢିଲା ରେପୋ ରେଟ୍‌

ବଢିଲା ରେପୋ ରେଟ୍ । ଆରବିଆଇ ରେପୋ ରେଟ୍ ବଢାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଛି । ଏଥିସହ ରେପୋରେଟ୍...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...