ମନ୍ତ୍ରୀ ମଣ୍ଡଳରେ ବଡ ପରିବର୍ତ୍ତନ
ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ । ଇସ୍ତଫା ଦେଇଥିବାନେଇ ନିଜେ ସ୍ପଷ୍ଟ କଲେ ପ୍ରେମାନନ୍ଦ । ରାଜା ସ୍ୱାଇଁ ,...
ହେଲାନି ମଙ୍ଗନ, କେମିତି ହେବ ବାହାଘର
କେମିତି ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଗତକାଲି ମଙ୍ଗନ ନୀତି ହୋଇପାରିନଥିବାରୁ ଆଜି ଦେବ ଦମ୍ପତ୍ତିଙ୍କ ବିବାହ କେମିତିି ହେବ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ବ୍ରାହ୍ମଣ , ପୂଜାପଣ୍ଡା ନିଯୋଗଙ୍କ ଜିଦ୍...
ଆଜି ଦେବଦମ୍ପତ୍ତିଙ୍କ ବିବାହୋତ୍ସବ, ଦୁଲୁକୁଛି ସମ୍ବଲପୁର
ଦୁଲୁକୁଛି ସମ୍ବଲପୁର । ଆଜି ଶୀତଳଷଷ୍ଠୀରେ ହେବ ଦେବ ଦମ୍ପତ୍ତିଙ୍କ ବିବାହ । ସମ୍ବଲପୁରର ପ୍ରସିଦ୍ଧ ମା ସମଲାଇ ପୀଠରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ଠାରୁ ସମସ୍ତ ଦେବାଦେବୀଙ୍କୁ ବିବାହୋତ୍ସବ ପାଇଁ...
ମର୍ସିଡିଜ୍ ନୁହେଁ, ଇନୋଭା ଭିତରେ ହୋଇଥିଲା ଦୁଷ୍କର୍ମ
ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ 5ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ବେଳେ 3 ଜଣ ହେଉଛନ୍ତି ନାବାଳକ । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ...
‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି, ଆହେ ଜଗନ୍ନାଥ …’
ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ନବୀନ ଲେଖିଛନ୍ତି, ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଦୀର୍ଘଦିନ ଧରି ପରିକ୍ରମା ପ୍ରକଳ୍ପକୁ...
ବିଜେପିକୁ ପଛରେ ପକାଇ କଂଗ୍ରେସ ଦ୍ବିତୀୟ ସ୍ଥାନରେ
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ । 65 ହଜାରରୁ ଅଧିକ ଭୋଟରେ ନିର୍ବାଚନ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ନିର୍ବାଚନ ଜିତିଛନ୍ତି ।...
ବନ୍ଦ ହେବନି ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିରୋଧୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଝଟକା । ପ୍ରକଳ୍ପ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରମକୋର୍ଟ । ଲକ୍ଷ ଲକ୍ଷ...
ବ୍ରଜରାଜନଗରରେ କିଏ ମାରିବ ବାଜି
ବ୍ରଜରାଜନଗରରେ କିଏ ମାରିବ ବାଜି । ଆରମ୍ଭ ହେଲା ଉପନିର୍ବାଚନ ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ବ୍ରଜରାଜନଗରରେ ତ୍ରୀମୁଖି ଲଢେଇ ଦେଖିବାକୁ ମିଳିଥିଲା । ୧୪ଟି ଟେବୁଲରେ...
ନିଜକୁ ନିଜେ ବାହାହେବେ
ମୁଁ ଏ ଦୁନିଆ ଆଉ ସମାଜରୁ ଅଲଗା । ପିଲାବେଳୁ ସବୁବେଳେ ଅଜବ କାରନାମା କରେ । ଘରେ ମୋତେ କହିଲେ ତୋର ଯାହା ଇଛା ସେୟା କର । ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ନିଜକୁ ନିଜେ ବାହାହେବି...
ଅନୁଭବଙ୍କ ଘର ଛାଡିବେ ବର୍ଷା
ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏସଡିଜେଏମ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ଏସଡିଜେଏମ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷାଙ୍କ ରହିବା ପାଇଁ ଅନୁଭବ...















