ଭୁବନେଶ୍ବର ପାଇଁ ସୁନୀତି ମୁଣ୍ଡ୍ ବିଜେପିର ମେୟର ପ୍ରାର୍ଥୀ
ବିଜେପି ଘୋଷଣା କଲା ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ଡକ୍ଟର ସୁନୀତି ମୁଣ୍ଡ୍ ଙ୍କୁ ବିଜେପି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ...
୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା
୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଟକ ପାଇଁ ସାଂସଦ ସୁବାସ ସିଂ ହେଲେ ମେୟର ପ୍ରାର୍ଥୀ । ସଂଘ୍ରମିତ୍ରା ଦଳେଇଙ୍କୁ ବ୍ରହ୍ମପୁର...
ଦଶମ ଦିନରେ ସାମୟିକ ଅସ୍ତ୍ରବିରତି
ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଡ ଖବର । ରୁଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ସମୟରେ ଖାରକିଭ୍ ଓ ଅନ୍ୟ ଏକ ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଯୋଗୁଁ ସେଠାରେ ଫସିଥିବା ଛାତ୍ରଛାତ୍ରୀ ଏବଂ ଗର୍ଭବତୀ...
ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିଅର ପ୍ଲାଣ୍ଟକୁ ଦଖଲ କରିନେଲା ରୁଷିଆ
୯ ଦିନରେ ପହଁଞ୍ଚିଛି ଘମାଘୋଟ ଯୁଦ୍ଧ । ଦିନ ବଢିବା ସହ ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି । ରୁଷିଆ କବଜାରେ ୟୁରୋପର ସବୁଠୁ ବଡ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ । ୟୁକ୍ରେନ ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର...
କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା
ପଞ୍ଚାୟତ ପରେ ଏବେ ଫୋକସରେ ପୌର ନିର୍ବାଚନ । ଚାଲିଛି ନାମାଙ୍କନ ପତ୍ର ଦାଖଲ । ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ପୌର ପାଇଁ ବଳ କଷୁଛନ୍ତି ବିଜେଡି, ବିଜେପି, କଂଗ୍ରେସ । ଆଜି...
ଖାରକିବ୍ରେ ଲଗାତାର ବାଜୁଛି ଡେଞ୍ଜର ସାଇରନ୍
ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଁଞ୍ଚିଛି । ଏବଂ ଭୟଙ୍କର ହେବାରେ ଲାଗିଛି ଆକ୍ରମଣ । ଏହାରି ଭିତରେ ଖାରକିବ୍ ରୁ ଆସିଛି ବଡ ଖବର । ଏଠାରେ ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢିବାକୁ ଦିଆଯାଉନାହିଁ...
ଭାରତୀୟ ବୋଲି ଜାଣିବା ପରେ ପିଟୁଛନ୍ତି ଯୁକ୍ରେନ ସେନା
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ନିର୍ଯାତନା । ୟୁକ୍ରେନରୁ ଭାରତ ଫେରିବା ପରେ ଏମିତି ନିର୍ଯାତନାର କାହାଣୀ କହିଛନ୍ତି ଭାରତୀୟ ଛାତ୍ର । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାନ୍ତରେ ୟୁକ୍ରେନ ସେନା ଭାରତୀୟ ବୋଲି ଜାଣିବା ପରେ ନିର୍ଯାତନା ଦେଉଛନ୍ତି...
ଋଷିଆର ଭୟଙ୍କର ଆକ୍ରମଣ, ୟୁକ୍ରେନର ଦାବି 6 ହଜାର ଋଷ୍ ସୈନିକ ନିହତ
ଋଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବସ୍ତ ବିଧ୍ବଂସ୍ତ ହୋଇ ଚାଲିଥିବା ବେଳେ ୟୁକ୍ରେନ ସେନା ଆକ୍ରମଣରେ 6 ହଜାର ଋଷ ସୈନିକ ପ୍ରାଣ ହରାଇଲେଣି ବୋଲି ଦାବି କରିଛି ୟୁକ୍ରେନ । ଦେଶର ଦ୍ବିତୀୟ...
ଆସିଲା ଦୁଃଖଦ ଖବର
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂପର୍କରେ ବୈଦେଶିକ ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି । ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ ସହରରେ ଋଷ ସେନାର ଘନ ଘନ ବୋମାମାଡ ଲାଗି ରହିଛି...
ୟୁକ୍ରେନରେ ୭୦ରୁ ଅଧିକ ସୈନିକ ଆଖି ବୁଜିଲେଣି
ଋଷିଆ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଚାଲିଥିବା ବେଳେ ଋଷ୍ ସେନା ଆକ୍ରମଣରେ ୟୁକ୍ରେନର 70 ଜଣ ସୈନିକ ପ୍ରାଣ ହରାଇଛନ୍ତି । ଆଜି ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି...
















