28.3 C
Bhubaneswar
Monday, August 10, 2026
-Advertisement-

ହଟିଲା ନାଇଟ୍ କର୍ଫ୍ୟୁ

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ । କୋଭିଡ ଆକ୍ରାନ୍ତଙ୍କର ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରାଯାଇଛି ।

୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଅହମ୍ମଦାବାଦ ବିସ୍ଫୋରଣ ଘଟଣାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ । ସ୍ୱତନ୍ତ୍ର କୋର୍ଟ ଆଜି ଏନେଇ ରାୟ ଶୁଣାଇଛନ୍ତି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯...

ଓଡିଶା ପୋଲିସରେ ଯୋଗଦେଲେ ବିରେନ୍ଦ୍ର ଲାକ୍ରା

ଟୋକିଓ ଅଲମ୍ପିକରେ ବ୍ରୋଞ୍ଚ ପଦକ ବିଜେତା ବିରେନ୍ଦ୍ର ଲାକ୍ରାଙ୍କ ନୂଆ ଇନିଂସ । ଓଡିଶା ପୋଲିସରେ ଡିଏସପି ଭାବେ ଯୋଗ ଦେଇଛନ୍ତି ବିରେନ୍ଦ୍ର । ଡିଜିପି ସୁନିଲ ବଂଶାଲ ଏବଂ ସିନିୟର ଆଇପିଏସ ଅଫିସରଙ୍କ ଉପସ୍ଥିତିରେ ପୋଲିସ ହେଡକ୍ୱାର୍ଟରରେ...

ଖୋଲୁଛି ଗୁମର

ନିଜକୁ ଡାକ୍ତରର ପରିଚୟ ଦେଇ ୧୭ ଜଣ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ରମେଶ ଓରଫ ବିଧୂପ୍ରସାଦ ସ୍ୱାଇଁ ମାଟ୍ରିକ୍ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ...

ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ: ଗାଡିରେ ରକ୍ତ ଛିଟା

ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଅଭିଯୋଗ । ଢେଙ୍କାନାଳ ଶାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଛନ୍ତି । ଗତକାଲି ରାତିରୁ ନିଖୋଜ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଢୋଲପଶି-ଶାଙ୍କୁଲେଇ ରାସ୍ତାକଡରୁ ନିଖୋଜ...

ଭିଜିଲାନ୍ସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପତ୍ନୀ

ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି । ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।...

ରସିକିଆ ନକଲି ଡାକ୍ତରର ଖୋଲୁଛି ମୁଖା

ଭୁବନେଶ୍ୱରରୁ ବନ୍ଧା ହୋଇଥିବା ରସିକିଆ ଡାକ୍ତରର ଖୋଲୁଛି କଳା କାରନାମା । ୧୪ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଡାକ୍ତରଙ୍କର ରହିଛନ୍ତି ଆହୁରି ୩ ପତ୍ନୀ । ଛତିଶଗଡ, ଆସାମ, ଓଡିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ...

23ଟି ସ୍ଥାନରେ ନିର୍ବାଚନ ବନ୍ଦ

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ 23ଟି ସ୍ଥାନରେ ନିର୍ବାଚନ ବନ୍ଦ ରହିଛି । ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ, 3 ଜଣ ପଞ୍ଚାୟତ ସମିତି ପ୍ରାର୍ଥୀ,...

୬୯ ବର୍ଷ ବୟସରେ ଚାଲିଗଲେ

ଆରପାରିରେ ବଲିଉଡର ଡିସ୍କୋ ସିଙ୍ଗର ବାପି ଲାହିରି । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଡିସ୍କୋ ସିଙ୍ଗର ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି...

ପୋଲିସ ବାବୁଙ୍କ ଆଖିଖୋସା ସମ୍ପତ୍ତି

ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍ । କୋଟିଏ ୧୧ ଲକ୍ଷ ଟଙ୍କାର ବି.ଏମ୍‌.ଡବ୍ଲ୍ୟୁ ଏକ୍ସ ସେଭେନ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...