ସହରାଞ୍ଚଳ ନିର୍ବାଚନ ପାଇଁ ବାଜିଲା ବିଗୁଲ
ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ । ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଆହ୍ୱାନ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ନିର୍ବାଚନ କମିଶନକୁ ଅବଗତ କରାଇଲେ ରାଜ୍ୟ ସରକାର । ଯେ କୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ...
ନକଲି ଡାକ୍ତରକୁ ସପୋର୍ଟ କରୁଥିଲା ଭଉଣୀ
୧୮ ଜଣ ମହିଳାଙ୍କୁ ବାହା ହୋଇ ଚର୍ଚ୍ଚାରେ ଥିବା ନକଲି ଡାକ୍ତରର କାରନାମା ଶେଷ ହୋଇନି । ଖୋଲିବାରେ ଲାଗିଛି ଅନେକ ଗୁମର । ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାଙ୍କ ଭଉଣୀ...
୧୭ ହଜାର ନୁହେଁ ସୁମିତ ଦେବେ ୧୦ ହଜାର
ବ୍ରହ୍ମପୁରର ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା । ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ୧୭ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ନିର୍ଦ୍ଦେଶ । ମାସିକ ୧୦ ହଜାର...
ମାଡି ଆସୁଛି ଯୁଦ୍ଧର ଭୟ
ୟୁକ୍ରେନ ସଙ୍କଟ ଯୋଗୁଁ ମାଡ ଖାଇଲା ସେୟାର ବଜାର । ସେନସେକ୍ସ ଓ ନିଫ୍ଟିରେ ବଡ ଧରଣର ହ୍ରାସ ହୋଇଛି । ୧୦୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ସେହିପରି ନିଫ୍ଟି ୩୦୦ ପଏଣ୍ଟ ତଳକୁ ଖସିଛି ।...
ଆରେଷ୍ଟ ନକଲେ ଆତ୍ମାହୁତି ଦେବୁ
ମଡେଲ ସୌମ୍ୟଙ୍କ ମୃତ୍ୟୁକୁ ୨୨ ଦିନ ପୁରିଗଲାଣି । ହେଲେ କାହିଁକି ପୋଲିସ କିଛି ଆକ୍ସନ ନେଉନି । କାହିଁକି ଚୁପ୍ ବସିଛି ପୋଲିସ । ସୌମ୍ୟ ଭଲପାଉଥିବା ଯୁବତୀଙ୍କୁ କିଏ ଦେଉଛି ସୁରକ୍ଷା । ସବୁ ପ୍ରମାଣ ଥାଇକି...
୫ ବର୍ଷ ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷ ଜରିମାନା
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି ସିବିଆଇ କୋର୍ଟଙ୍କ ଦଣ୍ଡାଦେଶ । ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷ ଜରିମାନା । ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ...
ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର
ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ । ଏପର୍ଯ୍ୟନ୍ତ ରାଜ୍ୟ ସରକାର...
କେବେ ବନ୍ଦହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ?
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 42 ଜଣଙ୍କୁ ଗିରଫ କଲା ପୋଲିସ । ଯାଜପୁର ଜିଲ୍ଲା ଏସପି ଏହି ସୂଚନା ଦେଇଛନ୍ତି । ଗତକାଲି ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଥ୍ ରିଗିଂ...
ପୁରୀରେ ଦୁଇଦିନ ରହିବେ
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ଓଡିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ରାଷ୍ଟ୍ରପତି ଆଜି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ...
ଢିଙ୍କିଆ ଅଞ୍ଚଳରେ ପ୍ରବଳ ଉତ୍ତେଜନା
ପୁଣି ଢିଙ୍କିଆରେ ଉତ୍ତେଜନା ଦେଖାଦେଇଛି । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତବେଳେ ଉତ୍ତେଜନା ପ୍ରକାଶ ପାଇଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା କରିଛନ୍ତି ଅଞ୍ଚଳବାସୀ । ଏବଂ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ...
















