ମନେ ରହିବେ ମିହିର
ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ମିହିର ଦାସଙ୍କ ପାର୍ଥୀବ ଶରୀର । ଶହ ଶହ ପ୍ରଶଂସକଙ୍କ ଉପସ୍ଥିତିରେ କଟକ ସତୀଚୌରା ଶ୍ମଶାନରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଆଜି ସକାଳୁ ରାମଗଡସ୍ଥିତ ବାସଭବନରୁ ମିହିର ଦାସଙ୍କ ମର ଶରୀରକୁ...
ଆସନ୍ତାକାଲି ହେବ ଶେଷକୃତ୍ୟ
ଆସନ୍ତାକାଲି ହେବ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଦିଆଯିବ ଗାର୍ଡ ଅଫ ଅନର । ଗାର୍ଡ ଅଫ ଅନର ଦିଆଯିବା ନେଇ କୁନା ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ମିହିରଙ୍କ ବିୟୋଗରେ ବଲିଉଡରେ...
ମିହିର ଦାସଙ୍କ ପରଲୋକ
ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ । ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...
ଆଇସିୟୁରେ ଲତା ମଙ୍ଗେସକର
କରୋନା ଫାସରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ବ୍ରିଚକାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।
୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫ୍ରେବୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ । ଫ୍ରେବୁଆରୀ ୨୬,୨୭, ୨୮ରେ ହେବ ଭୋଟ ଗଣତି । ମିଥ୍ୟା...
ଆଜି ଆଉ 28 ଓମିକ୍ରନ
ଆଉ 28 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା 28 ଜଣଙ୍କ ମଧ୍ୟରୁ 18 ଜଣ ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ...
ଘରୁ ବାହାରିଲେ ନିୟମ ମାନନ୍ତୁ
କଡାକଡି ପାଳନ କରାଯିବ କୋଭିଡ ନିୟମ । କୋଭିଡ ନିୟମ ନମାନିଲେ ୫ ଶହ ଜରିମାନା ଧାର୍ଯ୍ୟ କରିଛି ବିଏମସି । ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ । ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା...
ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତିନିମାସ ସ୍ଥଗିତ ରଖିବାକୁ ଦାବି । ତିନି ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ତିନି...
ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ
ପ୍ରଧାନମନ୍ତ୍ରୀଙ୍କର ପଞ୍ଜାବ ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ମୁଖ୍ୟ ରହିବେ ।...
ଖୋର୍ଦ୍ଧାରୁ ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୮୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୨୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୦୦୬ । ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ନୂଆ କେସ୍ ସାମ୍ନାକୁ ଆସିଛି...
















