ବଢିଲା ଶଯ୍ୟା ସଂଖ୍ୟା
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି ।
ପୂର୍ବରୁ ସରକାର ରାଜଧାନୀରେ କେବଳ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ଦେଇଥିଲେ । ଏବେ ଆଉ...
ରାଜ୍ୟରେ ଦୈନିକ ସଂକ୍ରମଣ 5 ହଜାର ଛୁଇଁବ
ରାଜ୍ୟରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ଚବିଶ ଘଣ୍ଟାରେ ଦୈନିକ ସଂକ୍ରମଣ 4714 କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟିନରୁ 2755 ଥିବା ବେଳେ 1959 ଟି ଲୋକାଲ କେସ୍...
5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା : ଫେବୃଆରୀ 10ରୁ ଭୋଟ, ମାର୍ଚ୍ଚ 10ରେ ଗଣତି
ପାଞ୍ଚଟି ରାଜ୍ୟ ପାଇଁ ମୁଖ୍ୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ 10 ରୁ ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାୟିବ...
କେଉଁ ଜିଲ୍ଲା ପରିଷଦ କାହା ପାଇଁ ସଂରକ୍ଷିତ
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି । ଏ ସଂପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । 15ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା...
ଉପରମୁହାଁ କରୋନା ମିଟର
ରାଜ୍ୟରେ ୪ ହଜାର ମୁହାଁ କରୋନାର ଦୈନିକ ସଙ୍କ୍ରମଣ । ଗୋଟିଏ ଦିନରେ ୩୬୭୯ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮ ସଙ୍କ୍ରମିତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଙ୍କ୍ରମିତ ୧୫୩୧ । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ...
ସୋମବାର ଠାରୁ ଶ୍ରୀମନ୍ଦିର ବନ୍ଦ
ବଢିଚାଲିଥିବା କରୋନା ସଙ୍କ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି ନିଶିଦ୍ଧାଦେଶ । ଆସନ୍ତା ସୋମବାର ଅର୍ଥାତ୍ ଜାନୁଆରୀ ୧୦ରୁ ୩୧ ତାରିଖ ପର୍ୟ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଗତକାଲି...
ଜାନୁଆରୀ ୧୧ରୁ ଲାଗୁ ହେବ ଏହି ନିୟମ
ବିଦେଶରୁ ଫେରିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ୭ଦିନ କ୍ୱାରେଣ୍ଟିନରେ ରହିବେ । ଅଷ୍ଟମ ଦିନରେ ଆରଟିପିସିଆର ଟେଷ୍ଟ ଆଉ ରିପୋର୍ଟକୁ ଏୟାର ପାର୍ଟାଲରେ ଅପଲୋଡ କରିବେ ଯାତ୍ରୀ ।...
କ୍ଲୋଜ ହେଲା କଲେଜ୍
କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ନୂଆ କରୋନା କଟକଣା ଲାଗୁ କରିଛନ୍ତି । ଆସନ୍ତା 10 ତାରିଖରୁ ରାଜ୍ୟରେ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ, ନର୍ସିଂ କଲେଜ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି । ସମସ୍ତ...
ସୁନାମି ଭଳି ମାଡୁଛି କରୋନା ସଙ୍କ୍ରମଣ
ରାଜ୍ୟରେ ଦୁଇ ହଜାର ପାର୍ କରିଛି କରୋନା ସଙ୍କ୍ରମଣ । ୨୪ ଘଣ୍ଟାରେ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଙ୍କ୍ରମଣ । ରାଜ୍ୟରେ ୩ ପ୍ରତିଶତ ଉପରେ ରହିଛି ସଙ୍କ୍ରମଣ ।...
୧୭୯ରୁ ୧୨୫ ପଜିଟିଭ୍
ଭାରତ ଅଭିମୁଖେ ଇଟାଲୀର ରୋମ ସହରରୁ ଛାଡିଲା ଫ୍ଲାଇଟ୍ । ବିମାନରେ ଥିଲେ ୧୭୯ ଜଣ ବ୍ୟକ୍ତି । ପଞ୍ଜାବର ଅମୃତସର ବିମାନବନ୍ଦରରେ ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ଆସିଥିବା ଯାତ୍ରୀଙ୍କର ଟେଷ୍ଟିଂ କରାଯାଇଥିଲା । ଆଉ ଯାହା...
















