31.7 C
Bhubaneswar
Monday, August 10, 2026
-Advertisement-

କଂଗ୍ରେସ ଭବନ ଭିତରେ ପଶି ପିଟିଲା ପୋଲିସ

ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ମମିତା ମେହେରଙ୍କୁ ନ୍ୟାୟ ଦାବି ଏବଂ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ...

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଜେଡିର ଏକ ମିଶ୍ରଣ ପର୍ବରେ ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି ପ୍ରଫୁଲ୍ଲ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଭାବେ ବେଶ୍ ଚର୍ଚ୍ଚିତ ପ୍ରଫୁଲ୍ଲ ମାଝୀ ।...

ବର୍ଷେ ପରେ ହଟିଲା ଚାଷୀ ଆନ୍ଦୋଳନ

ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ପ୍ରାୟ ବର୍ଷେ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ନିଜ ନିଜ ଘରକୁ ଫେରିବେ । ସିନ୍ଧୁ ବର୍ଡରରୁ ଖୋଲା ହୋଇଛି ଚାଷୀଙ୍କର ଟେଣ୍ଟ । ଆସନ୍ତା...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡିଆ ଯବାନ

ତାମିଲନାଡୁ କୁନ୍ନୁରରେ କ୍ରାସ ହୋଇଥିବା ବାୟୁସେନା ହେଲିକପ୍ଟରରେ ଥିଲେ ଜଣେ ଓଡିଆ ଯବାନ । ସହିଦ ଓଡିଆ ଯବାନଙ୍କ ନାଁ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ଜୁନିଅର ୱାରେଣ୍ଟ ଅଫିସର ରାଣା ପ୍ରତାପଙ୍କ...

ଭାରତୀୟ ବାୟୁସେନାର ଦୁଃଖଦ ସୂଚନା

ଶେଷରେ ଭାରତୀୟ ବାୟୁସେନା ଦେଲା ଦୁଃଖଦ ସୂଚନା । ଚପର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ପରଲୋକ । ଦୁର୍ଘଟଣା ପରଠାରୁ ଜେନେରାଲ ରାଓ୍ବତଙ୍କ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଟ୍ବିଟ୍ କରି ଭାରତୀୟ...

ଚପର ଦୁର୍ଘଟଣାରେ 14 ରୁ 13 ମୃତ

ବାୟୁସେନା ଚପର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 13ରେ ପହଞ୍ଚିଛି । ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଚପରରେ 14 ଜଣ ଥିବା ବେଳେ 13 ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ହୋଇଛି । ତେବେ ଦୁର୍ଘଟଣାରେ ଗୁରୁତର...

ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର

ଦୁର୍ଘଟଣା ସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ହସ୍ପିଟାଲ ନିଆଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ୱେଳଇଣ୍ଟନ ହସ୍ପିଟାଲ ନିଆଯାଇଛି । ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର ହୋଇଛି । ୪ ମୃତଦେହ ସହ ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର...

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ୍

ତାମିଲନାଡୁ ଜୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର MI17- V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିଲେ । ବିପିନ ରାୱତଙ୍କ ସହ ଥିଲେ ତାଙ୍କ ପତ୍ନୀ...

ମାହାଙ୍ଗା ଡବଲ ମର୍ଡରରେ ପୋଲିସକୁ ଝଟକା

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସକୁ ଲାଗିଛି ଝଟକା । ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ପୋଲିସ ପକ୍ଷରୁ ଦାୟର ରିଭିଜନ ପିଟିସନ ଖାରଜ କରିଦେଇଛନ୍ତି ସାଲେପୁର ଏଡିଜେ । ପୁନଃ ତଦନ୍ତ ଏବଂ ସିଡିଆର ଦାଖଲ ପାଇଁ ...

୪ ବିଦେଶ ଫେରନ୍ତା ପଜିଟିଭ୍‌

ଗତକାଲି ସୁଦ୍ଧା ଆର୍ଟ ରିସ୍କ ଦେଶରୁ ରାଜ୍ୟକୁ ଫେରିଛନ୍ତି ୯୮୨ ଜଣ । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସାମ୍ପଲ ଜିନମ ସିକ୍ୱେସିଂ ପାଇଁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...