୪ ଲକ୍ଷ ୮୦ ହଜାର ଡୋଜ୍ ଅର୍ଡର କରିଛି ବ୍ରିଟେନ
ବଜାରକୁ ଆସିଛି କରୋନା ବଟିକା ମଲନୁପିରାଭିର । ପ୍ରଥମ ଦେଶ ଭାବରେ ବ୍ରିଟେନ କୋଭିଡ ସଙ୍କ୍ରମିତଙ୍କୁ ଦେବା ପାଇଁ ଅନୁମତି ଦେଇଛି । ଆମେରିକାର ଔଷଧ ନିର୍ମାଣକାରୀ ସଂସ୍ଥା ମର୍କ ଏବଂ ରିଡଜେବେକ୍ ବାୟୋଥେରାପେଉଟିସ୍ ମିଳିତ ଭାବେ...
୯ରେ ଆଉ ଏକ ଲଘୁଚାପ
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା । ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି...
ଶବ ପୋଡିବା ପାଇଁ ବିବେକ ଦେଇଥିଲା ଟାୟାର୍
ମମିତା ମେହେର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମମିତାକୁ ହତ୍ୟା କରିବା ପରେ ଶବ ପୋଡିବା ପାଇଁ ଗୋବିନ୍ଦ ସାହୁ ବ୍ୟବସାୟୀ ବିବେକ ଅଗ୍ରଓ୍ୱାଲ ଠାରୁ ଦୁଇଟି ପୁରୁଣା ଟାୟାର ଆଣିଥିଲା । ବିବେକ ଅଗ୍ରଓ୍ୱାଲର ବୟାନ...
ତେଲରୁ ୩ ଟଙ୍କା ଭାଟ୍ ହ୍ରାସ କଲା ରାଜ୍ୟ
ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ୩ ଟଙ୍କା ଭାଟ୍ ହ୍ରାସ କରାଯାଇଛି ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ୫ ତାରିଖ ମଧ୍ୟରାତ୍ରରୁ ଏହା ଲାଗୁ...
ସିଂହଦ୍ବାର, ବିନ୍ଦୁସାଗର ସବୁଠି ଲାଗିଲା କଟକଣା
ଦିପାବଳୀରେ କୋଭିଡ କଟକଣାକୁ ଜୋରଦାର କରିଛି ପ୍ରଶାସନ ।
ପୁରୀ ସିଂହଦ୍ବାର ସାମନାରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ଦିପାବଳୀରେ ହିନ୍ଦୁ ଧର୍ମାବଲମ୍ବୀମାନେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଥାନ୍ତି । ତେଣୁ...
ଲୁଟ୍ ପାଇଁ ପଶିଥିଲା ରୂପେଶ
ଭୁବନେଶ୍ୱରରେ ଘରେ ପଶି ମା, ଝିଅଙ୍କୁ ଛୁରାମାଡ ମାମଲାରେ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି । ରୂପେଶକୁ ଅଟକ ସହ କମିଶନରେଟ ପୋଲିସର ପଚରାଉଚରା ଜାରି...
ବାଦମବାଡିରେ ଥିବା KFCରେ ଚଢାଉ
ଉପରୁ ଚକାଚକ ରେଷ୍ଟୁରାଣ୍ଟ କିନ୍ତୁ ଭିତରେ ନିମ୍ନମାନର ଖାଦ୍ୟ । କଟକ ବାଦାମବାଡି ସେଣ୍ଟରରେ ରହିଛି କେଏଫସି । ଏହି ରେଷ୍ଟୁରାଣ୍ଟକୁ ଅନେକ ଲୋକେ ପସନ୍ଦ କରିଥାନ୍ତି । ବଡବଡିଆଠୁ ଆରମ୍ଭ କରି ଦୂରଦୂରାନ୍ତରୁ ଆସୁଥିବା ଲୋକେ ଏଠି ଖାଇଥାନ୍ତି...
ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର
ଭିଜିଲାନ୍ସ ଜାଲରେ ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉବେଳେ ୫ଟି ପ୍ୟାନକାର୍ଡ...
ଇସ୍ତଫା ଦିଅ ନହେଲେ ଓଡିଶା ବନ୍ଦ ହେବ
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜଳୁଛି ସାରା ଓଡିଶା । ୧୦ ଦିନ ଭିତରେ ମନ୍ତ୍ରୀ ଯଦି ଇସ୍ତଫା ନଦିଅନ୍ତି ତେବେ ଓଡିଶା ବନ୍ଦ ଡାକରା...
ପୋଲିସ ବାରାକରୁ ମନ୍ତ୍ରୀଙ୍କ ସହ କଥା ହୋଇଥିଲା ଗୋବିନ୍ଦ !
ବିଜୟ ମହାପାତ୍ରଙ୍କ ସାଙ୍ଘାତିକ ଅଭିଯୋଗ । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଦେଲେ ସଙ୍ଗୀନ ତଥ୍ୟ । ରାୟପୁର କୁଲ୍ ହୋମରେ ଥରେ ନୁହେଁ, ତିନିଥର ହୋଇଥିଲା ମିଟିଂ । ଗୋବିନ୍ଦ ସାହୁ...
















