26.3 C
Bhubaneswar
Monday, August 10, 2026
-Advertisement-

ବାଲିଯାତ୍ରା ବନ୍ଦ

କୋଭିଡ ପାଇଁ ଚଳିତବର୍ଷ ଐତିହାସିକ ବାଲିଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ମଧ୍ୟ କୋଭିଡ ପାଇଁ ବାଲିଯାତ୍ରା ବନ୍ଦ ରହିଥିଲା । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ପାରମ୍ପରିକ ବୋଇତ ବନ୍ଦାଣ ସହ କଟକର ମହାନଦୀ...

ଗଣି ହେଉନି ସମ୍ପତ୍ତିର ମୂଲ୍ୟ

ଭିଜିଲାନ୍ସ ଟିମ୍ ଚଢାଉ ଭୟରେ ଲକ୍ଷ ଲକ୍ଷ ଟଙ୍କା ଫିଙ୍ଗିଦେଲେ ସରକାରୀ ବାବୁ । ଗୋଟିଏ ପେଟିରେ ବିଡା ବିଡା ଟଙ୍କା ଭର୍ତ୍ତି କରି ବାହାରକୁ ଫିଙ୍ଗିଦେଲେ । ପଡିଶା ଘରର ଛାତ ଉପରୁ ୨୦ ଲକ୍ଷ ଟଙ୍କା ମିଳିଥିବାବେଳେ...

ଆଜି ନବୀନ -ଜଗନ ଭେଟ

ଆଜି ଏକାଠି ବସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଅପରାହ୍ନ ୪ଟା୩୦ ମିନିଟରେ ଭୁବନେଶ୍ୱରରେ ପହଁଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅପରାହ୍ନ ୫ଟା ୫୦ ମିନିଟରେ...

ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର

ପ୍ରବଳ ବିରୋଧ ପରେ ବି କଳାହାଣ୍ଡିରେ ଅନୁଷ୍ଠିତ ହେଉଥିବା ସଭାରେ ଉପସ୍ଥିତ ରହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମଞ୍ଚରେ ରହି ନିଜ ବକ୍ତବ୍ୟରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦିବ୍ୟଶଙ୍କରଙ୍କୁ...

ସବୁଆଡେ ବିରୋଧ

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ମାସେ ପୁରିଛି । କିନ୍ତୁ ଏବେବି ମମିତାଙ୍କୁ ନ୍ୟାୟ ପାଇଁ ରାଜରାସ୍ତାରେ ବିରୋଧୀ ବିକ୍ଷୋଭ ଜାରି ରଖିଛନ୍ତି । ଆଜି ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରାଯିବା ସହ ମନ୍ତ୍ରୀ ଦିବ୍ୟ...
video

ଏମିତି କାହିଁକି କହିଲେ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଭାଇରାଲ୍ ହେଲା ମମିତା ମେହେରଙ୍କ ବାପାଙ୍କ ଭିଡିଓ । ହାତ ଯୋଡି ନିବେଦନ କରୁଛନ୍ତି, ଆମ ଝିଅ ମମିତା ଭଲ ଝିଅ ଥିଲା । ଆଉ ତାର ଚରିତ୍ର ସଂହାର କରନ୍ତୁନି । ମୁଖ୍ୟମନ୍ତ୍ରୀଙ୍କ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡିକୁ ଅଣ୍ଡାମାଡ

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି ବିରୋଧୀ ତାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି । ଭବାନୀପାଟଣାଠୁ ରାଜଧାନୀ ଭୁବନେଶ୍ବର ଯାଏଁ ରାଜନୀତି ସରଗରମ ରହିଥିବା ବେଳେ ଆଜି ମିଶ୍ରଣ ପର୍ବରେ ଯୋଗଦେବାକୁ...

କମିଲା ବସ୍ ଭଡା

ଅର୍ଡିନାରୀ ବସ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ହୋଇ ୮୭ ପଇସା ହୋଇଛି । ଏକ୍ସପ୍ରେସ ବସ୍ ଭଡା ୯୬ ରୁ କମି ୯୧ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା ୧ ଟଙ୍କା ୩୫...

ବିଜେଡିରେ ମିଶିଲେ ପ୍ରଦୀପ ମାଝୀ

ବିଜେଡିରେ ଯୋଗଦେଲେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଏବଂ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଲାର କିଛି ବରିଷ୍ଠ କଂଗ୍ରେସ...

ପଞ୍ଚାୟତ ଭୋଟ ପାଇଁ ସରିଲା ସର୍ବଦଳୀୟ ବୈଠକ

ପଞ୍ଚାୟତ ଭୋଟ୍ ପାଇଁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...