30.1 C
Bhubaneswar
Sunday, November 1, 2026
-Advertisement-

ତୃତୀୟ ଲହର ପାଇଁ ସଜାଗ ରୁହ: ସିଏସ

ସମ୍ଭାବ୍ୟ ତୃତୀୟ ଲହରର ପ୍ରତିହତ ପାଇଁ ପୂର୍ଣ୍ଣ ସଜାଗ ହେବାକୁ ନିର୍ଦ୍ଦେଶ । ଜିଲ୍ଲାପାଳ, ଏସପି ଓ ସିଡିଏମଓ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇ ଏହି...

ଡିସେମ୍ବରରେ ରାଜ୍ୟକୁ ବାତ୍ୟା ଭୟ

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଆଣ୍ଡାମାନସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ । ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ କଣ...

ନୂଆ ଭାରିଆଣ୍ଟକୁ ନେଇ ଗାଇଡଲାଇନ୍ ଜାରି

ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଭୂତାଣୁ ବିମାନବନ୍ଦରରେ ଆସିବାରେ ଆଶଙ୍କା ରହିଛି । ତେଣୁ ଏୟାରପୋର୍ଟ...

ପିଠା ଖାଇବାକୁ ଯାଇ ଅଢେଇ ବର୍ଷର ଝିଅ ନିଖୋଜ

ପଡୋଶୀ ଘରକୁ ପିଠା ଖାଇବାକୁ ଯାଇ ନିଖୋଜ ହୋଇଯାଇଛି ଅଢେଇ ବର୍ଷର କୁନି ଝିଅ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପଡୋଶୀ କହିବା କଥା ଝିଅ ପିଠା...

ଆତଙ୍କ ଖେଳାଇଲାଣି ନୂଆ ଭାରିଆଣ୍ଟ

କରୋନା ଭାଇରସର ନୂଆ ଭାରିଆଣ୍ଟ ନେଇ ସାରା ବିଶ୍ୱରେ ହଇଚଇ । ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଗତକାଲି ଡବ୍ଲ୍ୟୁଏଚଓର ଟେକ୍ନିକାଲ ଆଡଭାଇଜରୀ ଗ୍ରୁଫର ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ଏହି...

କଳାଟଙ୍କା ଠୁଳ କରିବାରେ ରେକର୍ଡ ଭାଙ୍ଗିଲେ ସନ୍ତୋଷ

କଳାଟଙ୍କା ଠୁଳ କରିବାରେ ରେକର୍ଡ ଭାଙ୍ଗିଲେ ସନ୍ତୋଷ । ଭିଜିଲାନ୍ସ ଇତିହାସରେ ରେକର୍ଡ । କଳାଟଙ୍କା ଠୁଳ କରିବାରେ ରେକର୍ଡ କଲେ ସନ୍ତୋଷ ଦାସ । ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ ଦାସଙ୍କ ଘରୁ ଭିଜିଲାନ୍ସ ଜବତ କରିଛି 41...

ସାଂସଦ ମାଗିଲେ ସୁରକ୍ଷା

ନିଜକୁ ଅସୁରକ୍ଷିତ ମଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀରେ ଜଣେ ମହିଳା ସାଂସଦ ଭାବରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଏହା ସହିତ ସମସ୍ତ ଘଟଣା...

ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ଟେଷ୍ଟ କରାନ୍ତୁ

ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହିତ ଅନ୍ୟମାନଙ୍କୁ...

ଦାଣ୍ଡ ଦୁଆରେ ମାଣ ବସାଇଲେ ଡିମ୍ପଲ

ଘର ବାହାରେ ମାଣ ବସାଇଲା ବୋହୂ । ଫଳ ମୂଳ ପୂଜା ସହିତ ବିଧିବିଧାନରେ କରିଛି ଲକ୍ଷ୍ମୀପୂଜା । ୪ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲେନରେ ନ୍ୟାୟ ଭିକ୍ଷା କରି ଶଶୁର ଘର ସାମ୍ନାରେ ଧାରଣା ଜାରି ରଖିଛନ୍ତି...
video

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡକୁ ଅଣ୍ଡାମାଡ

ଶ୍ରୀକ୍ଷେତ୍ର ପରିକ୍ରମା ଶିଳାନ୍ୟାସରୁ ଫେରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡକୁ ଅଣ୍ଡାମାଡ ହୋଇଛି । ଡାକ୍ତରଖାନା ଛକ ନିକଟରେ ଅଣ୍ଡା ମାଡ କରିଛନ୍ତି ବିରୋଧୀ । ବ୍ୟାରିକେଡ ବାହାରେ ଛିଡା ହୋଇ କାରକେଡକୁ ଅଣ୍ଡାମାଡ କରିଥିଲେ ବିରୋଧୀ ।...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...