31.7 C
Bhubaneswar
Saturday, August 8, 2026
-Advertisement-

ପୁରୀରେ 48 ଘଣ୍ଟିଆ କର୍ଫ୍ୟୁ

ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତିରୁ 48 ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ପୁରୀ ସହର ମଧ୍ୟକୁ କେହି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ସେହିପରି ପୁରୀବାସୀଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି...

ରଥଖଳାକୁ ଆଜ୍ଞାମାଳ ବିଜେ

ରଥଯାତ୍ରା ପାଇଁ ୩ ରଥକୁ ଆଜ୍ଞାମାଳ ବିଜେ । ସକାଳ ଧୂପ ପରେ ଶ୍ର୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ । ଆଜ୍ଞାମାଳ ବିଜେ ପରେ ରଥକୁ ସିଂହଦ୍ୱାର ସାମ୍ନାକୁ ଅଣାଯିବ ।

ରାଜ୍ୟରୁ ଆଜି ୨୨୮୨ ପଜିଟିଭ୍ ଚିହ୍ନଟ

ଧିରେ ଧିରେ ତଳମୁହାଁ ହେଉଛି କରୋନା ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୨୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୩୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିିଛି ୯୬୭ । ଖୋର୍ଦ୍ଧାରୁ ୫୯୨ ପଜିଟିଭ୍...

ଗୁରୁତର ୨ ଯବାନଙ୍କୁ ଏମ୍ସ ନିଆଯାଉଛି

ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଇନ୍ଦା ସୁତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ମାଓବାଦୀଙ୍କ ଶିବିର ଉପରେ ଚଢାଉ କରିଥିଲେ । କେକେବିଏନ ସଙ୍ଗଠନରେ ମାଓବାଦୀ ଏକାଠି ହୋଇଥିବା ଖବର ମିଳିଥିଲା । ଚଢାଉ ବେଳେ ଉଭୟଙ୍କ ଭିତରେ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ବୌଦ୍ଧ କନ୍ଧମାଳ ସୀମାରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିବାର ଖବର ଆସି ପହଁଞ୍ଚୁଛି । ୮ ଘଣ୍ଟାରୁ ଅଧିକ ସମୟ...

ଅଖିଳେଶ୍ୱର ସିଂହ ହେଲେ ଜଗତସିଂହପୁର ଏସପି

ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ପଦରେ ଅବସ୍ଥାପିତ କରାଯାଇଛି ।...

ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷାଫଳ

ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ୩୧ ସୁଦ୍ଧା ଫଳ ବାହାର କରିବାକୁ ଚେଷ୍ଟା କରୁଛୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି...

ବିଲଡର କହି ଝିଅଙ୍କୁ ବିବାହ କରୁଥିଲା , ଟଙ୍କା ଲୁଟୁଥିଲା

ଗୋଟିଏ ପରେ ଗୋଟିଏ ଝିଅଙ୍କୁ ବିବାହ କରି ତଡି ଦେଉଥିଲା ରସିକିଆ ବିଲଡର । ନିଜକୁ ବିଲଡର କହି ଝିଅ ପଟାଉଥିଲା । ପରେ ବିବାହ କରି ଝିଅଙ୍କ ପାଖରୁ ଟଙ୍କା ଲୁଟିବା ପରେ ତଡିଦେଉଥିଲା । ଏବଂ ତାଙ୍କୁ...
video

ପଖାଳକୁ ନେଇ ଡାକ୍ତର ଦେଲେ ଏମିତି ତଥ୍ୟ

ପଖାଳ ଖାଇବା କଥା କହିଲେ ଲୋକେ ହସି ଉଡାଇ ଦେଉଥିଲେ । ଧନୀ ଲୋକେ ନାକ ଟେକନ୍ତି, କିନ୍ତୁ ଗରିବ ଲୋକ ପାଇଁ ପଖାଳ ଭରସା । ତେବେ ଓଡିଆ ଘରର ପଖାଳ ଏବେ ପହଞ୍ଚିଛି ମେଡିକାଲ ସାଇନ୍ସ ଗବେଷଣାଗାରରେ...

କାହାକୁ ମିଳିଲା କେଉଁ ଦାୟିତ୍ୱ

ବଦଳିଛି କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ମୋଦିଙ୍କର ନୂଆ ଟିମ୍...
- Advertisement -

Latest article

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...

Betmica Three Card Poker Optimal Play

ContentsThe Basic Rules and Your Two BetsOptimal Strategy for the Play BetUnderstanding the House Edge and RTPCommon Strategic Mistakes to AvoidMaximizing Your Play with...